🔥 Burn Fat Fast. Discover How! 💪

PDF MARKET

Logo of telegram channel pdf_market — PDF MARKET
Logo of telegram channel pdf_market — PDF MARKET
Channel address: @pdf_market
Categories: Education
Language: English
Subscribers: 8.23K
Description from channel

✊ HERE YOU ARE IN RIGHT PLACE 🔥
🌍 | ALL EDUCATIONAL INFORMATION
🌍 | YEAR/MONTH CURRENT AFFAIRS
🌍 | EXAM UPDATE
🌍 | GOVT. NOTICE
🌍 | PREVIOUS YEAR QUESTION
🌍 | ONE-LINERS UPDATE
🌍 | AND MANY MORE..............
💡 CONTACT ADMIN👉 @LEX32_BOT

Ratings & Reviews

2.50

2 reviews

Reviews can be left only by registered users. All reviews are moderated by admins.

5 stars

0

4 stars

1

3 stars

0

2 stars

0

1 stars

1


The latest Messages 3

2022-06-17 08:55:42 LAST DATE REMINDER

TODAY (17 June ) is the last day to Apply for IDBI - EXECUTIVE & ASST. MANAGER

APPLICATION LINK

https://ibpsonline.ibps.in/idbieapr22/
128 viewsLEX, edited  05:55
Open / Comment
2022-06-17 08:09:28
ଅନଲାଇନ୍ ଗେମ୍ ଖେଳୁଥିଲେ ସାବଧାନ
311 viewsLEX, edited  05:09
Open / Comment
2022-06-17 08:07:37
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ସୁଯୋଗ
334 viewsLEX, 05:07
Open / Comment
2022-06-17 08:05:51 PCI RECRUITMENT 2022

TOTAL POST- 62
325 viewsLEX, edited  05:05
Open / Comment
2022-06-17 08:04:05 GANJAM DISTRICT RECRUITMENT

TOTAL POST- 29
311 viewsLEX, edited  05:04
Open / Comment
2022-06-17 08:01:24 OSCSC RECRUITMENT 2022

TOTAL POST- 29
328 viewsLEX, edited  05:01
Open / Comment
2022-06-17 07:59:01 DEOGARH TSS RECRUITMENT 2022

TOTAL POST- 01
320 viewsLEX, edited  04:59
Open / Comment
2022-06-17 07:56:45 OPGC SPECIALIST RECRUITMENT

TOTAL POST- 03
344 viewsLEX, edited  04:56
Open / Comment
2022-06-17 07:55:19
KV BHADRAK RECRUITMENT 2022

OFFICIAL NOTICE
338 viewsLEX, edited  04:55
Open / Comment
2022-06-17 07:51:26 ସରିଲା ଖରା ଛୁଟି: ଖୋଲିଲା ସ୍କୁଲ ଓ କଲେଜ

ଖରାଛୁଟି ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଆଜିଠୁ ଖୋଲିଛି। ଶୁକ୍ରବାରଠାରୁ ସ୍ୱାଭାବିକ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲି ଥିବାବେଳେ ଗଣଶିକ୍ଷା ବିଭାଗ ଅଧୀନସ୍ତ ସମସ୍ତ ସ୍କୁଲ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଖରାଛୁଟି ଯୋଗୁ ଶିକ୍ଷାନୁଷ୍ଠାଗୁଡ଼ିକ ଜୁନ୍‍ ୧୬ ଯାଏଁ ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷ ଖରାଛୁଟି କାଣ୍ଟଛାଣ୍ଟ କରି ପିଲାଙ୍କର ପାଠପଢ଼ା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ପରାମର୍ଶ ଦେଇଥିଲା। ପିଲାଙ୍କ ପଢ଼ା ଓ ପରୀକ୍ଷା ଶେଷ ହୋଇ ନଥିବାରୁ ସଠିକ୍‍ ସମୟରେ ପିଲାଙ୍କ ପଢ଼଼ା ସାରି ପରୀକ୍ଷା ଆୟୋଜନ ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଥିଲା। ଛୁଟି ଦିନରେ ମଧ୍ୟ ସ୍ୱତନ୍ତ୍ର କ୍ଲାସ କରି ପିଲାଙ୍କ ପଢ଼଼ା କ୍ଷତି ଭରଣା ଦିଗରେ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଆଜିଠୁ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକଭାବେ ଚାଲିବ। ସେହିପରି ଗଣଶିକ୍ଷା ବିଭାଗର ନୂଆ ଶିକ୍ଷାବର୍ଷ ପାଇଁ ପାଠପଢ଼଼ା ମଧ୍ଯ ଆରମ୍ଭ ହେବ
336 viewsLEX, 04:51
Open / Comment