🔥 Burn Fat Fast. Discover How! 💪

PDF MARKET

Logo of telegram channel pdf_market — PDF MARKET
Logo of telegram channel pdf_market — PDF MARKET
Channel address: @pdf_market
Categories: Education
Language: English
Subscribers: 8.23K
Description from channel

✊ HERE YOU ARE IN RIGHT PLACE 🔥
🌍 | ALL EDUCATIONAL INFORMATION
🌍 | YEAR/MONTH CURRENT AFFAIRS
🌍 | EXAM UPDATE
🌍 | GOVT. NOTICE
🌍 | PREVIOUS YEAR QUESTION
🌍 | ONE-LINERS UPDATE
🌍 | AND MANY MORE..............
💡 CONTACT ADMIN👉 @LEX32_BOT

Ratings & Reviews

2.50

2 reviews

Reviews can be left only by registered users. All reviews are moderated by admins.

5 stars

0

4 stars

1

3 stars

0

2 stars

0

1 stars

1


The latest Messages 4

2022-06-17 07:49:32 ପୁଲିସ ସେବା ପରୀକ୍ଷା ଜୁଲାଇ ୨ରୁ

ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ବାରା ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା ସିପିଏସ୍‌ଇ-୨୦୧୮ପାଇଁ କମ୍ପ୍ୟୁଟରଭିତ୍ତିକ ଅନଲାଇନ ଲିଖିତ ପରୀକ୍ଷା ଆସନ୍ତା ଜୁଲାଇ ୨ରୁ ୯ତାରିଖ ଏବଂ ୧୧ରୁ ୧୨ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଆବଶ୍ୟକ ପରୀକ୍ଷା ପ୍ରବେଶପତ୍ର ଓଡିଶା ପୁଲିସ ୱେବସାଇଟ ମାଧ୍ୟମରେ ଆସନ୍ତା ୧୮ତାରିଖଠାରୁ ଉପଲବ୍ଧ ହେବ। ଅଧିକ ତଥ୍ୟ https://op.online registrationforms.com/)ରେ ଉପଲବ୍ଧ ହେବ। ଏହି ସଂକ୍ରାନ୍ତ ଅଧିକ ସୂଚନା ପ୍ରାର୍ଥୀଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବର ଓ ଇମେଲ ଦ୍ବାରା ଜଣାଇ ଦିଆଯିବ। ପ୍ରବେଶ ପତ୍ର ଡାଉନଲୋଡ କରିବାରେ ଯଦି କୌଣସି ଅସୁବିଧା ହୁଏ, ତେବେ ପ୍ରାର୍ଥୀ https://op.online registration forms.com/କୁ କ୍ଲିକ୍‌ କରି ଏଥିରେ ଥିବା ହେଲପଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେବାକୁ ଓଡିଶା ପୁଲିସ ପକ୍ଷରୁ କୁହାଯାଇଛି।
332 viewsLEX, edited  04:49
Open / Comment
2022-06-17 06:32:04 JEE MAIN 2022 SESSION 1 UPDATE

EXAM CITY INTIMATION SLIP OUT


https://cutt.ly/9Kyy2Qq
494 viewsLEX, 03:32
Open / Comment
2022-06-17 06:25:00
511 viewsLEX, 03:25
Open / Comment
2022-06-14 10:57:01 ସେନାରେ ଶର୍ଟ ଟର୍ମ ନିଯୁକ୍ତି; ଭର୍ତ୍ତି ହେବେ ‘ଅଗ୍ନିବୀର’

କୋଭିଡ୍ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି। ଅଗ୍ନିପଥ ଯୋଜନାରେ ନିଯୁକ୍ତ ସୈନ୍ୟ ‘ଅଗ୍ନିବୀର’ ନାମରେ ତିନି ବାହିନୀରେ ଭର୍ତ୍ତି ହେବେ । ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ । ଏମାନଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଚିହ୍ନ ମଧ୍ୟ ତିନି ବାହିନୀଠାରୁ ପୃଥକ ହେବ ।

ଅଗ୍ନିବୀର ପଦବୀ ଅଫିସର ରାଙ୍କ୍ ତଳେ ରହିବ । ଏମାନଙ୍କ ଚାକିରି ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ୪ ବର୍ଷ ହେବ । ତେବେ ୪ ବର୍ଷ ପରେ ୨୫ % ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ସେମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ । ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ ।

ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବ। ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ ।

ପ୍ରଥମ ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୦ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।
229 viewsLEX, 07:57
Open / Comment
2022-06-14 09:30:44
CYBER SECURITY INFORMATION
@PDF_MARKET
363 viewsLEX, 06:30
Open / Comment
2022-06-14 09:04:07 ଜୁଲାଇ ପହିଲାରୁ ନୂଆ ଶ୍ରମ ଆଇନ

ନୂଆ ଶ୍ରମ ନିୟମ ଅନୁଯାୟୀ, କର୍ମଚାରୀମାନେ କାର୍ଯ୍ୟାଳୟରେ ଦୈନିକ ୧୨ ଘଣ୍ଟା ଓ ସାପ୍ତାହିକ ୪୮ ଘଣ୍ଟା କାମ କରିବେ। ସେମାନେ ସପ୍ତାହକୁ ୪ ଦିନ କାର୍ଯ୍ୟ କରିବେ। ସେହିପରି ଶିଳ୍ପ କ୍ଷେତ୍ରରେ ଓଭରଟାଇମ୍ ସମୟ ୫୦ରୁ ୧୨୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। କର୍ମଚାରୀଙ୍କର ମୂଳ ବେତନ ସାମଗ୍ରୀକ ବେତନର ୫୦ ପ୍ରତିଶତ ହେବ। କର୍ମଚାରୀମାନେ ୪୫ ଦିନ ବଦଳରେ ୨୦ ଦିନ କାର୍ଯ୍ୟ କରିବା ପରେ ୟାର୍ଣ୍ଣଡ ଲିଭ୍ (ଇଏଲ) ନେଇପାରିବେ। ସେହିଭଳି ନୂଆ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦାନ କରିବାର ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଇଏଲ ନେଇପାରିବେ
449 viewsLEX, 06:04
Open / Comment
2022-06-14 09:03:17 ଆଇପିଓ ଆଣିବାଠାରୁ ୨୯% ଖସିଲାଣି ଏଲ୍‌ଆଇସି ଶେୟାର; ଲିଷ୍ଟିଂ ପରେ ସବୁଠୁ ଅଧିକ ହ୍ରାସ ଘଟିବାରେ ଏସିଆର ଦ୍ୱିତୀୟ କମ୍ପାନୀ

ସୋମବାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଶେୟାର ୬୬୮.୨୦ ଟଙ୍କାରେ ବନ୍ଦ ହୋଇଛି। ଶେୟାର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଆଙ୍କର ନିବେଶକଙ୍କ ଲକ-ଇନ ଅବଧି ଶେଷ ହେବା । ଏହାର ଅର୍ଥ ଏଲଆଇସିର ଇସ୍ୟୁରେ ନିବେଶ କରିଥିବା ଆଙ୍କର ନିବେଶକମାେନ ଏବେ ନିଜର ଶେୟାର ବିକ୍ରି କରିପାରିବେ। ଦ୍ୱିତୀୟ କାରଣ ଗତକାଲି ଶେୟାର ବଜାର ତଳମୁହାଁ ହେବା। ଏଥିଯୋଗୁ ଆଜି ସେନ୍‌ସେକ୍ସ ୧୪୫୬ ପଏଣ୍ଟ ତଳକୁ ଖସିଛି
437 viewsLEX, 06:03
Open / Comment
2022-06-14 09:02:36 ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି

ସରକାରୀ ଚାକିରି ଦେବା ନେଇ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ। ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି। ମିଶନ ମୋଡରେ ଚାକିରି ଦେବା ପାଇଁ ପିଏମ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏ ନେଇ ସୂଚନା ଦିଆଯାଇଛି।
421 viewsLEX, 06:02
Open / Comment
2022-06-14 08:56:34
ଆଜି #WorldBloodDonorDay। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ସମସ୍ତେ ରକ୍ତଦାନ ଭଳି ମହତ ଦାନ କରି ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଆସନ୍ତୁ ଏହି ଦିବସରେ ଶପଥ ନେବା
428 viewsLEX, edited  05:56
Open / Comment
2022-06-14 07:55:27 USEFUL WEBSITE PART-1

CHECK IF YOUR EMAIL/ PHONE NUMBER IS IN A DATA BREACH

https://haveibeenpwned.com/

(If yes, change your password immediately)

CHECK THE SMS HEADER OF TEXT MESSAGE RECEIVED ON YOUR PHONE

https://smsheader.trai.gov.in/

TO KNOW HOW MANY SIM CARDS ARE PURCHASED IN YOUR NAME

https://tafcop.dgtelecom.gov.in/

TO CONFIRM THE VEHICLE OWNER DETAILS BEFORE BUYING A VEHICLE

https://vahan.nic.in/nrservices/faces/user/citizen/searchstatus.xhtml

ALL EDUCATIONAL INFORMATION

https://bit.ly/3zFjimK

REPORT CYBER CRIME ONLINE USING NATIONAL CYBER CRIME REPORTING PORTAL

https://cybercrime.gov.in/

CHECK YOUR EMAIL FOR A BREACH

https://breachchecker.com/
514 viewsLEX, 04:55
Open / Comment