🔥 Burn Fat Fast. Discover How! 💪

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାରରେ ଜଣେ ମହିଳାଙ୍କୁ | [My ଓଡିଶା]

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାରରେ ଜଣେ ମହିଳାଙ୍କୁ ଏକ୍ସ୍‌ପ୍ୟାରି ସାଲାଇନ୍‌ ଦିଆଯିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଛି। ମହିଳାଙ୍କ ତରଳ ଝାଡ଼ାର ଉପଚାର ପାଇଁ ଆସିଥିବା ବେଳେ କାର୍ଯ୍ୟରତ କର୍ମଚାରୀ ଏକ୍ସ୍‌ପ୍ୟାରି ସାଲାଇନ୍‌ ପ୍ରଦାନ କରିଥିଲେ। ଏହା ଦେଖି ମହିଳାଙ୍କ ପୁଅ ପ୍ରତିବାଦ କରିବାରୁ ଏହି ପରିସ୍ଥିତି ଉପୁଜିଥିଲା। ମିଳିଥିବା ସୂଚନା ଅନୁଯାୟୀ କପିଳେଶ୍ୱର ଗ୍ରାମର ମୀନାକ୍ଷୀ ସାହୁ(୫୨)ଙ୍କ ତରଳ ଝାଡ଼ା ହେବାରୁ ରାତି ପ୍ରାୟ ୯ଟାରେ ସେ ବଏମ୍‌ସି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। […]