Get Mystery Box with random crypto!

ଭୁବନେଶ୍ୱର: ଗାଡ଼କଣ ଆଦିମତା କଲୋନିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦି | [My ଓଡିଶା]

ଭୁବନେଶ୍ୱର: ଗାଡ଼କଣ ଆଦିମତା କଲୋନିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଷୋଡ଼ଶ ବାର୍ଷିକ କ୍ରୀଡ଼ା ଉତ୍ସବ ୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତିର ସଂପାଦକ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଏସ୍‌ଆଇର ପରିଚାଳକ ଡାକ୍ତର ଅରବିନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଷ୍ଟେଟ୍‌ବ୍ୟାଙ୍କର ମ୍ୟାନେଜର୍‌ ପ୍ରମୋଦ କୁମାର ରଥ ଓ ମୁଖ୍ୟବକ୍ତା ରୂପେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚେସ୍‌ ଖେଳାଳି ପଦ୍ମିନୀ ରାଉତ ଯୋଗ […]