Get Mystery Box with random crypto!

ଭୁବନେଶ୍ୱର: ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଏବଂ ଓଡ଼ିଶା ଏକ ପୁସ୍ତକପ୍ରେମୀ ପ୍ | [My ଓଡିଶା]

ଭୁବନେଶ୍ୱର: ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଏବଂ ଓଡ଼ିଶା ଏକ ପୁସ୍ତକପ୍ରେମୀ ପ୍ରାଣର ରାଜ୍ୟ। ପୁସ୍ତକ ଯେ କଣସି ମାଧ୍ୟମରେ ଉପଲବ୍ଧ ହେଲେ ମଧ୍ୟ ପୁସ୍ତକର କୌଣସି ବିକଳ୍ପ ନାହିଁ। ଲେଖକ, ପାଠକ, ପ୍ରକାଶକଙ୍କ ସଙ୍ଗମସ୍ଥଳ ହେଉଛି ପୁସ୍ତକମେଳା। ଭୁବନେଶ୍ୱର ପୁସ୍ତକମେଳା ଓଡ଼ିଶାର ସର୍ବପୁରାତନ ପୁସ୍ତକମେଳା। ଏହା ବ୍ୟତୀତ ରାଜଧାନୀରେ ମଧ୍ୟ ଅନେକ ପୁସ୍ତକମେଳା ଅନୁଷ୍ଠିତ ହେଉଛି। ଏପରିକି ଏକ ସମୟରେ ମଧ୍ୟ ବର୍ତମାନ ଆଉ ଗୋଟିଏ ମେଳା ଚାଲିଛି। ଏପରି କରା ନଯାଉ, ଏହା ଦ୍ୱାରା […]