Get Mystery Box with random crypto!

ଖଣ୍ଡଗିରି/ମେଣ୍ଢାଶାଳ: ଗୁଜବ ନୁହେଁ, ସତ ହେଲା ଲୋକଙ୍କ କଥା। ମେଣ୍ଢାଶାଳ | [My ଓଡିଶା]

ଖଣ୍ଡଗିରି/ମେଣ୍ଢାଶାଳ: ଗୁଜବ ନୁହେଁ, ସତ ହେଲା ଲୋକଙ୍କ କଥା। ମେଣ୍ଢାଶାଳ ହ୍ରଦ ପୋଖରୀରେ ପଶିଥିବା କୁମ୍ଭୀର ଶେଷରେ ଧରାହେଲା। ତେବେ ତାହା ଘଡ଼ିଆଳ ନୁହେଁ ଗୋମୁହାଁ କୁମ୍ଭୀର ବୋଲି ଜଣାପଡ଼ିଛି। ୪ ଘଣ୍ଟା କାଳ ପୋଖରୀରେ ଜାଲ ପକାଇ ବନ ବିଭାଗ ତାକୁ ସୁରକ୍ଷିତଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଚନ୍ଦକା ବନ ବିଭାଗର ମିସନ୍‌ ମଗର ଫଳପ୍ରଦ ହେବା ପରେ ମେଣ୍ଢାଶାଳରେ ମଗରକୁ ନେଇ ଖେଳି ଯାଇଥିବା ଆତଙ୍କର ଅନ୍ତ ଘଟିଛି। ଧରା ପଡ଼ିଥିବା ଏହି […]