Get Mystery Box with random crypto!

ଉପରାଷ୍ଟ୍ରପତିଙ୍କ ଗସ୍ତବେଳେ ଫେଲ୍‌ ମାରିଲା ଟ୍ରାଫିକ ପରିଚାଳନା ଭୁବନେଶ୍ | [My ଓଡିଶା]

ଉପରାଷ୍ଟ୍ରପତିଙ୍କ ଗସ୍ତବେଳେ ଫେଲ୍‌ ମାରିଲା ଟ୍ରାଫିକ ପରିଚାଳନା ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଗସ୍ତବେଳେ ଆଜି ରାଜଧାନୀର କିଛି ସ୍ଥାନରେ ଅହେତୁକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ବିଭିନ୍ନ ଛକରେ ଲୋକ ଘଣ୍ଟାଘଣ୍ଟା କାଳ ଧରି ସେମିତି ଅଟକି ରହିଥିଲେ। ସବୁଠୁ ଅଧିକ ସମସ୍ୟା ସୃଷ୍ଟି ହୋଇଥିଲା ଜୟଦେବ ବିହାର ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ। ସେହି ରାସ୍ତାଟି ଦେଢ଼ ଘଣ୍ଟା ପାଇଁ ସଂପୂର୍ଣ ଜାମ ହୋଇ ଯାଇଥିଲା। ଲୋକ ଗାଡି ମୋଟର ଧରି ସେମିତି […]